ଆଜି ରବିବାର ସପ୍ତାହ ଶେଷ ଦିନରେ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଫଳରେ ଆଜି ସୂନା ଦର ସ୍ଥିର ରହିଛି। ସେପଟେ ବଜାର ବନ୍ଦ ରହିଥିବାରୁ ଶୁକ୍ରବାର ଦର ଅନୁସାରେ ସୁନା ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି। ଉଭୟ ୨୨ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୮୦ ହଜାର ପାର କରିଛି।
ଆଜି ଉଭୟ ୨୨ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ରବିବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୮୦ ହଜାର ଉପରେ ରହିଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୮୬୯୩୦ ଟଙ୍କାରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି।