ମନ୍ଦିର / Temple

ଏହି ବିଭାଗରେ ଓଡ଼ିଶା ଓ ଭାରତର ପ୍ରସିଦ୍ଧ ମନ୍ଦିର, ଦେବଦେବୀଙ୍କ କିମ୍ବଦନ୍ତୀ, ପୌରାଣିକ କାହାଣୀ, ଧାର୍ମିକ ପରମ୍ପରା ଓ ଆସ୍ଥା ସମ୍ପର୍କିତ ରୋଚକ ତଥ୍ୟ ପଢିବାକୁ ମିଳିବ। ଏଠାରେ ଆପଣ ମା’ କଟକ ଚଣ୍ଡୀ, ମା’ ତାରିଣୀ ଓ ଅନ୍ୟାନ୍ୟ ପ୍ରସିଦ୍ଧ ମନ୍ଦିରମାନଙ୍କ ଇତିହାସ ଓ ଅଦ୍ଭୁତ କିମ୍ବଦନ୍ତୀ ବିଷୟରେ ଜାଣିପାରିବେ।

ଯେଉଁଠି ଭକ୍ତିରେ ଭିଜେ ଭକ୍ତଭକ୍ତ ଭଗବାନଙ୍କ ମିଳନର ପୂଣ୍ୟଭୂମିଶ୍ରଦ୍ଧା ଓ ସମର୍ପଣର ନୀରବ ସାକ୍ଷୀ ଉତ୍କଳୀୟ ପ୍ରାଣସପ୍ତକର ମୂଳଉତ୍ସ ହେଉଛନ୍ତି ପରମବ୍ରହ୍ମ ଶ୍ରୀଜଗନ୍ନାଥ...