ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯିବେ, ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ଆଜି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ, ଯୋଗ ଦେବେ ପିସିସି ସଭାପତି ଭକ୍ତ ଦାସ, ଦିଲ୍ଲୀରୁ ଫେରିଲେ ଜିଲ୍ଲା ସଭାପତି ଚୟନ
ଆସନ୍ତାକାଲି ଭୁବନେଶ୍ୱରର ମେଫେୟାର କନଭେନସନ୍ ଠାରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀ
ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ , କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଘୋଷଣା
ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ
୨୮ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା: ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ ବହିବାର ପୂର୍ବାନୁମାନ
ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ, ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର
ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅନିଶ ଦୟାଲ ସିଂହ ଡେପୁଟି ଏନଏସଏ ନିଯୁକ୍ତ
ରୁକ୍ଷ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ: ଜେଲନସ୍କିଙ୍କୁ ଭେଟିବାକୁ ପୁଟିନ ପ୍ରସ୍ତୁତ, ବଢିଲା ୟୁକ୍ରେନ ଯୁଦ୍ଧ ସମାପ୍ତିର ଆଶା
କ୍ରିକେଟ ପ୍ରେମୀଙ୍କୁ ଲାଗିଲା ଝଟକା, ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଚେତେଶ୍ୱର ପୂଜାରା
୫୧ ବଲରୁ ୧୨୧ ରନ୍: କେରଳ କ୍ରିକେଟ ଲିଗ ମ୍ୟାଚରରେ ସଞ୍ଜୁ ସାମସନଙ୍କ କମାଲ
ଖେଳୁଥିବା ସମୟରେ ପଡ଼ିଆରେ ଟଳିପଡ଼ିଲେ ଖେଳାଳି ପ୍ରକାଶ ନାୟକ , ଦେବଗଡ଼ ପୌରାଞ୍ଚଳର ୨ ନଂ ଓ ୭ ନଂ ୱାର୍ଡ ମଧ୍ୟରେ ମୁକାବିଲା