HL
ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର
ସୁଭଦ୍ରା ଯୋଜନା: ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା
ଶିଶୁବାଟିକା ୩କୁ ସ୍କୁଲ୍ରେ ସାମିଲ କରାଯାଇଛି, ଏବେବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି
ଓଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତରଭୁବନେଶ୍ବର ଏମ୍ସ୍ ସ୍ଥାନାନ୍ତର
୩ ମାସରେ ବୈତରଣୀରେ ଆସିଛି ତୃତୀୟ ଥର ପାଇଁ ବନ୍ୟା
NIRF ରାକିଂ ତାଲିକାର ଶୀର୍ଷରେ ରହିଛି IIT ମାଡ୍ରାସ
ମଣିପୁରରେ ପୁଣି ଫେରିବ ଶାନ୍ତି: କେନ୍ଦ୍ର ସରକାର, ମଣିପୁର ସରକାର ଏବଂ କୁକି–ଜୋ ପରିଷଦ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର
NPCI UPI ର ସୀମା ବୃଦ୍ଧି କରିଛି, ଏବେ 24 ଘଣ୍ଟା ମଧ୍ୟରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ କରାଯାଇପାରିବ
ବନ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା IPL ଦଳ