Nipah Virus: ଆଜି ଲୋକସେବା ଭବନରେ ନିପା ଭାଇରସ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ‘ନିପା ଭାଇରସ୍’କୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବୈଠକ ପରେ ସୂଚନା ଦେଇଛନ୍ତି ଯେ, ସାଧାରଣ ଲୋକେ ଆଦୌ ଆତଙ୍କିତ ନ ହୁଅନ୍ତୁ। ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି ଏବଂ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି।
Truth, Timely & Transparency