
କେହି ରୋକି ପାରିବେ ନାହିଁ ଏମାନଙ୍କ ରାସ୍ତା । ଆଗାମୀ ୧୦ ଟେଷ୍ଟ ମ୍ୟାଚ୍ ଖେଳିବା ନିଶ୍ଚିତ । ୧୧୧ ଦିନରେ ଅନୁଷ୍ଠିତ ହେବ ୧୦ ଟେଷ୍ଟ ମ୍ୟାଚ । ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ଅଶ୍ବିନୀ ୧୦ରୁ ୧୦ ଟେଷ୍ଟ ମ୍ୟାଚ ଖେଳିବା ସୁନିଶ୍ଚିତ । ୧୫ ଜଣିଆ ସ୍କ୍ବାର୍ଡ ପାଇଁ ବହୁ କସରତ କରିପାରନ୍ତି ବାକି ୧୧ ଜଣ ଖେଳାଳି ।
ଟିମ୍ ଇଣ୍ଡିଆ ୫ ମାସରେ ଖେଳିବ ୧୦ ଟେଷ୍ଟ ମ୍ୟାଚ, ୮ ଟି-୨୦ ଏବଂ ୩ ଟି ଓ୍ବାନ ଡେ ମ୍ୟାଚ । ବାଂଲାଦେଶ ବିପରେ ୨ଟି, ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଏବଂ ଅଷ୍ଟ୍ରେଲିଆ ବିପକ୍ରେଷ ତାରି ମାଟିରେ ୫ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ କ୍ରିକେଟ ଦଳ ।
୧୧୧ ଦିନରେ ଭାରତୀୟ କ୍ରିକେଟ ଦଳ ଖେଳିବ ଟେଷ୍ଟ ମ୍ୟାଚ
ଦେଖନ୍ତୁ ପାଞ୍ଚ ମାସର ପୂରା ସିଡ୍ୟୁଲ:
ଭାରତରେ ଟିମ ଇଣ୍ଡିଆ ବନାମ ବାଂଲାଦେଶ
ପ୍ରଥମ ଟେଷ୍ଟ: ଚେନ୍ନାଇରେ ସେପ୍ଟେମ୍ବର ୧୯ରୁ ୨୩ ପର୍ଯ୍ୟନ୍ତ
ଦ୍ବିତୀୟ ଟେଷ୍ଟ: କାନପୁରରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ
ପ୍ରଥମ ଟି ୨୦ ମ୍ୟାଚ- ଗ୍ବାଲିୟର-ଅକ୍ଟୋବର ୬
ଦ୍ବିତୀୟ ଟି ୨୦ ମ୍ୟାଚ- ଦିଲ୍ଲୀ- ଅକ୍ଟୋବର ୯
ତୃତୀୟ ଟି୨୦ ମ୍ୟାଚ- ହାଇଦରାବାଦ- ଅକ୍ଟୋବର ୧୨
ଭାରତରେ ଟିମ ଇଣ୍ଡିଆ ବନାମ ନ୍ୟୁଜିଲାଣ୍ଡ
ପ୍ରଥମ ଟେଷ୍ଟ- ବେଙ୍ଗାଲୁରୁ-ଅକ୍ଟୋବର ୧୬ରୁ ୨୦
ଦ୍ବିତୀୟ ଟେଷ୍ଟ- ପୁଣେ-ଅକ୍ଟୋବର ୨୪ରୁ ୨୮
ତୃତୀୟ ଟେଷ୍ଟ- ମୁମ୍ବାଇ- ନଭେମ୍ବର ୧ରୁ ୫
ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍ ବନାମ ଅଷ୍ଟ୍ରେଲିଆ
ପ୍ରଥମ ଟେଷ୍ଟ- ପର୍ଥ- ନଭେମ୍ବର ୨୨ରୁ ୨୬
ଦ୍ବିତୀୟ ଟେଷ୍ଟ- ଏଡିଲେଡ- ଡିସେମ୍ବର ୬ରୁ ୧୦
ତୃତୀୟ ଟେଷ୍ଟ- ବ୍ରିସବେନ- ଡିସେମ୍ବର ୧୪ରୁ୧୮
ଚତୁର୍ଥ ମ୍ୟାଚ- ମେଲବର୍ଣ୍ଣ-ଡିସେମ୍ବର ୨୬ରୁ ୩୦
ପଞ୍ଚମ ଟେଷ୍ଟ-ସିଡନୀ-ଜାନୁଆରୀ ୩ରୁ ୭
ଭାରତ ଗସ୍ତରେ ଆସିବ ଇଂଲଣ୍ଡ କ୍ରିକେଟ ଟିମ୍
ପ୍ରଥମ ଟି୨୦- କଲିକତା-ଜାନୁଆରୀ ୨୨ରେ
ଦ୍ବିତୀୟ ଟି୨୦- ଚେନ୍ନାଇ-ଜାନୁଆରୀ ୨୫
ତୃତୀୟ ଟି୨୦-ରାଜକୋଟ-ଜାନୁଆରୀ୨୮
ଚତୁର୍ଥ ଟି୨୦-ପୁଣେ-ଜାନୁଆରୀ ୩୧
ପଞ୍ଚମ ଟି୨୦- ମୁମ୍ବାଇ-ଫେବୃଆରୀ ୨ରେ