ଆମ ଇତିହାସ, କଳା, ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଆଦିକୁ ଭବିଷ୍ୟତ ପିଢ଼ି ଓ ସମାଜ ପାଇଁ ସଂରକ୍ଷିତ କରି ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରେ ସଂଗ୍ରହାଳୟ । ଏସବୁର ସମନ୍ୱିତ ଓ ଉତ୍ତମ ପରିଚାଳନା ପାଇଁ ଗତ କ୍ୟାବିନେଟରେ ମାନନୀୟ ମୁଖ୍ୟମନ୍ତ୍ରୀ @MohanMOdisha ସଂଗ୍ରହାଳୟ ନିର୍ଦ୍ଦେଶାଳୟର ନୂତନ କ୍ୟାଡର ନିୟମାବଳୀକୁ ଅନୁମୋଦିତ କରିଛନ୍ତି । ଏଥିପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।